ନେତାଙ୍କ ଘରେ ପାଦସ୍ପର୍ଶ କରି ଆଶୀର୍ବାଦ ନେଲାପରେ ଗୁଳି କରି କଲେ ହତ୍ୟା

ନୂଆଦିଲ୍ଲୀ: ବିହାରର ହାଜିପୁରରେ ଗତ ଗୁରୁବାର ସନ୍ଧ୍ୟାରେ ଦଳିତ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଡ. ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ କରିବା ଅବସରରେ ଦଳିତ ସେନାର ରାଷ୍ଟ୍ରୀୟ ସଙ୍ଗଠନ ସଚିବ ରାକେଶ ପାସୱାନଙ୍କୁ ୪ ଜଣ ଦୁର୍ବୃତ୍ତ ଅତି ଦୟନୀୟ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି … Continue reading ନେତାଙ୍କ ଘରେ ପାଦସ୍ପର୍ଶ କରି ଆଶୀର୍ବାଦ ନେଲାପରେ ଗୁଳି କରି କଲେ ହତ୍ୟା